ବଡ ଘୋଷଣା କଲେ କେନ୍ଦ୍ର ସରକାର, ମନରେଗାରେ ଯୋଜନାରେ ୨୧ ଟଙ୍କା ମଜୁରୀ ବୃଦ୍ଧି

ମନରେଗାରେ ମଜୁରୀ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ପୂର୍ବରୁ ୨୫୨ଟଙ୍କା ଥିବାବେଳେ ଏହାକୁ ୨୧ଟଙ୍କା ବୃଦ୍ଧି କରାଯାଇ ୨୭୩ଟଙ୍କା କରାଯାଇଛି । ବର୍ତ୍ତମାନ ଜବକାର୍ଡଧାରୀ ଦୈନିକ ମଜୁରୀ ୨୭୩ଟଙ୍କା ପାଇବେ ।

କୋରାପୁଟ ଜିଲ୍ଲାର ୧୪ଟି ବ୍ଲକର ୨୪୦ଟି ପଞ୍ଚାୟତର ୩ ଲକ୍ଷ ଜବକାର୍ଡଧାରୀ ଏହି ଲାଭ ପାଇବେ । ୨୦୨୫-୨୬ ଆର୍ଥିକ ବର୍ଷରେ ଜିଲ୍ଲାରେ ମନରେଗାରେ ଖର୍ଚ୍ଚ ହେବ ୪୫୦ କୋଟି ଟଙ୍କା ବୋଲି ସୂଚନା ରହିଛି ।

MRN scheme

ସୂଚନା ମୁତାବକ, ୧୪ଟି ବ୍ଳକର ୨୪୦ଟି ପଞ୍ଚାୟତର ଶ୍ରମିକଙ୍କୁ ବିଭିନ୍ନ ଯୋଜନାରେ ନିୟୋଜିତ କରାଯାଇ ୯୩ ଲକ୍ଷ ୩୪ ହଜାର ୩୦୦ ଶ୍ରମ ଦିବସ ସୃଷ୍ଟି କରାଯିବ । ଜିଲ୍ଲାର ୨୪୦ ପଞ୍ଚାୟତରେ ୧ ଲକ୍ଷ ୬୩ ହଜାର ୮୧୦ ପରିବାରକୁ କାମ ଯୋଗାଇବାକୁ ଯୋଜନା ପ୍ରସ୍ତୁତ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+