ସମ୍ବଲପୁରରେ ମୁତୟନ ହେବେ କେନ୍ଦ୍ରୀୟ ଫୋର୍ସ; ରାମନବମୀ ଓ ହନୁମାନ ଜୟନ୍ତୀ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ

ସମ୍ବଲପୁରରେ ମୁତୟନ ହେବେ କେନ୍ଦ୍ରୀୟ ଫୋର୍ସ । ରାମନବମୀ ଓ ହନୁମାନ ଜୟନ୍ତୀ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ।

ସମ୍ବଲପୁରରେ ମୁତୟନ ହେବେ ୨ କଂପାନୀ ବିଏସ୍‌ଏଫ୍ ଫୋର୍ସ। ୨ କଂପାନୀ ବିଏସ୍‌ଏଫ୍, ୧ କଂପାନୀ ରାପିଡ୍ ଆକ୍ସନ ଫୋର୍ସ ବି ମୁତୟନ ହେବେ।
ଏଥିସହ ୧୨ ପ୍ଲାଟୁନ ପୋଲିସ ଫୋର୍ସ ବି ମୁତୟନ ହେବେ ।ସୂଚନା ଦେଲେ ସମ୍ବଲପୁର ଏସ୍‌ପି ମୁକେଶ ଭାମୁ ।

Ramanavami and Hanuman Jayanti

ଆସୁଛି ରାମନବମୀ: ଛତ୍ରପୁର ଚଳଚଞ୍ଚଳ

ଗଞ୍ଜାମ ଜିଲା ଛତ୍ରପୁର ଷ୍ଟେଶନ ରୋଡ଼ ନିକଟସ୍ଥ ରାମ ମନ୍ଦିରରେ ରାମନବମୀ ଶୋଭାଯାତ୍ରାକୁ ସଫଳ କରିବା ପାଇଁ ଏକ ବୈଠକ ଆୟୋଜନ କରାଯାଇଥିଲା। ଏହି ବୈଠକରେ ବଜରଙ୍ଗ ଦଳ ଏବଂ ରାମନବମୀ ଶୋଭାଯାତ୍ରା ସମିତିର ସମସ୍ତ ସଦସ୍ୟ ଏକତ୍ରିତ ହୋଇ ଏହି ଶୋଭାଯାତ୍ରାକୁ କିପରି ଏକ ଭବ୍ୟ ଏବଂ ଶାନ୍ତିପୂର୍ଣ୍ଣ ରୂପେ ଆୟୋଜନ ହେବ ସେ ବିଷୟରେ ଆଲୋଚନା କରିଥିଲେ। ବୈଠକରେ ଶୋଭାଯାତ୍ରା ଆୟୋଜନ ସମ୍ବନ୍ଧୀୟ ବିଭିନ୍ନ ପାଳିତ କାର୍ଯ୍ୟକ୍ରମ, ଏହି ଉତ୍ସବର ଗୁରୁତ୍ୱ ଏବଂ ଛତ୍ରପୁର ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହାସହିତ ଏଥି
ପାଇଁ ଆବଶ୍ୟକ ସମସ୍ତ ବ୍ୟବସ୍ଥା ନେବା ଏବଂ ନଗରବାସୀଙ୍କ ସହଯୋଗ କିପରି ନେବାଯାଇପାରେ ତାହାର ଉପରେ ମଧ୍ୟ ଚର୍ଚ୍ଚା ହୋଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+