କୋରୋନା ମୁକାବିଲା ପାଇଁ ଓଡ଼ିଶାକୁ କେନ୍ଦ୍ରର ୩୩୩.୮ କୋଟିର ଅନୁଦାନ
କୋରୋନା ମୁକାବିଲା ପାଇଁ ଓଡ଼ିଶାକୁ ୩୩୩.୮ କୋଟିର ଅନୁଦାନ ରାଶି ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର ।
ଭୁବନେଶ୍ବର: କୋରୋନା ମୁକାବିଲା ପାଇଁ ଓଡ଼ିଶାକୁ ୩୩୩.୮ କୋଟିର ଅନୁଦାନ ରାଶି ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ତେବେ ଏହି ଅର୍ଥ ଗ୍ରାମାଞ୍ଚଳରେ ଖର୍ଚ୍ଚ କୋଭିଡ ମୁକାବିଲା ପାଇଁ ଖର୍ଚ୍ଚ ହେବ । ୨୫ଟି ରାଜ୍ୟ ପାଇଁ ମୋଟ ୮,୯୨୩.୮ କୋଟିର ଅନୁଦାନ ମଞ୍ଜୁର । ଯାହାୀ ମଧ୍ୟରୁ ଉତ୍ତର ପ୍ରଦେଶକୁ ସର୍ବାଧିକ ୧୪୪୧.୬ କୋଟି ଅନୁଦାନ ମିଳିଛି ।

ତେବେ ନଜର ପକାନ୍ତୁ, ଓଡିଶା ଉତ୍ତର ପ୍ରଦେଶ ବ୍ୟତିତ ଅନ୍ୟ କେଉଁ ରାଜ୍ୟକୁ କେତେ ଟଙ୍କା ମିଳିଛି:

ମହାରାଷ୍ଟ୍ର-୮୬୧.୪ କୋଟି
ବିହାର-୭୪୧.୮ କୋଟି
ପଶ୍ଚିମବଙ୍ଗ-୬୫୨.୨ କୋଟି
ମଧ୍ୟପ୍ରଦେଶ-୫୮୮.୮ କୋଟି
ତାମିଳନାଡ଼ୁ-୫୩୩.୨ କୋଟି
କର୍ଣ୍ଣାଟକ-୪.୭୫.୪ କୋଟି
ଗୁଜରାଟ-୪୭୨.୪ କୋଟି
ଆନ୍ଧ୍ର ପ୍ରଦେଶ-୩୮୭.୯ କୋଟି
ଆସାମ- ୨୩୭.୨ କୋଟି
ଛତିଶଗଡ଼କୁ ୨୧୫ କୋଟି












Click it and Unblock the Notifications