ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଧଳା ରଙ୍ଗର ବାଘୁଣୀ ମୌସୁମୀର ୨ ଶାବକ ଜନ୍ମ

ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଧଳା ରଙ୍ଗର ବାଘୁଣୀ ମୌସୁମୀର ୨ ଶାବକ ଜନ୍ମ ନେଇଛନ୍ତି । ଗତ ରାତିରେ ଜନ୍ମ ନେଇଥିବା ସୂଚ଼ନା ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ ।

ଶାବକ ୨ଟି ୨୮ ନମ୍ବର ବି ଖୁଆଡ ମଧ୍ୟରେ ରାତି ୯ଟା ୧୫ ମିନିଟ ଓ ୧୧ଟା ୩ ମିନିଟରେ ଯଥାକ୍ରମ ଜନ୍ମ ନେଇଥିବା ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ସାଧାରଣ ନାଲି ରଙ୍ଗର ମହାବଳ ରାଜେଶ ମିଳନରୁ ଜନ୍ମ ନେଇଛନ୍ତି। ଗତ ଫେବୃଆରୀ ୨୭ ଓ ୨୮ରେ ଉଭୟ ବାଘ ଓ ବାଘୁଣୀଙ୍କର ମିଳନ ହୋଇଥିଲା। ମୌସୁମୀ ଗତ ୨୦୧୬ ମସିହା ଅଗଷ୍ଟ ୫ ତାରିଖରେ ସାଧାରଣ ନାଲି ରଙ୍ଗର ମହାବଳ ମନିଷ ଓ ଧଳା ରଙ୍ଗର ବାଘୁଣୀ ସ୍ନେହାଙ୍କ ମିଳନରୁ ଜନ୍ମ ନେଇ ଥିଲା। ରାଜେଶ ଗତ ୨୦୧୮ ସେପ୍ଟେମ୍ବର ୨୨ ତାରିଖରେ ସାଧାରଣ ରଙ୍ଗର ମହାବଳ ରୋସନ ଓ ଧଳା ରଙ୍ଗର ବାଘୁଣୀ ବିଜୟାଙ୍କ ମିଳନରୁ ଜନ୍ମ ନେଇ ଥିଲା।

Celebrations at Nandankanan Zoo

ଏବେ ଶାବକ ଦୁଇଟି ଜନ୍ମ ନେବାରୁ ମୋଟ ସଂଖ୍ୟା ୨୯କୁ ବୃଦ୍ଧି ହୋଇଛିି। ଏହାରି ମଧ୍ୟରେ ଲିଙ୍ଗ ଚିହ୍ନଟ ହୋଇନଥିବା ୨ ଶାବକ, ୧୭ ମହାବଳ ବାଘ ଓ ୧୦ ବାଘୁଣୀ ଅଛନ୍ତିି। ୬ଟି ଧଳା ବାଘଙ୍କ ମଧ୍ୟରେ ୩ଟି ମହାବଳ,୨ଟି ବାଘୁଣୀ ଓ ଗୋଟିଏ ଲିଙ୍ଗ ଚିହ୍ନଟ ହୋଇନଥିବଅଛନ୍ତି। ଏଥିସହିତ ୪ଟି ବିରଳ କଳାରଙ୍ଗର ବାଘଙ୍କ ମଧ୍ୟରେ ୩ଟି ମହାବଳ ଓ ଗୋଟିଏ ବାଘୁଣୀ ଅଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+