ସରକାରୀ କୋଠା ବାହାରେ ଲାଗିବ ସିସିଟିଭି, ଏନେଇ ସୂଚନା ଜାରି କଲା ବାଣିଜ୍ୟ ଓ ପରିବହନ ବିଭାଗ
ରାଜ୍ୟ ସରକାରୀ କୋଠା ବାହାରେ ଲାଗିବ ସିସିଟିଭି । ଅତି କମ୍ରେ ୫୦୦ ମିଟର ଯାଏଁ କଭରେଜ ହେବ । କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ରୁମ୍ ସହ ସିସିଟିଭି ଯୋଡ଼ାଯିବ । ଏନେଇ ଆସନ୍ତା ୧୭ ତାରିଖରେ ବସିବ ବଡ଼ ବୈଠକ । ଏନେଇ ସୂଚନା ଜାରି କଲା ବାଣିଜ୍ୟ ଓ ପରିବହନ ବିଭାଗ ।













Click it and Unblock the Notifications