୨ଟି ବୋର୍ଡ ପରୀକ୍ଷା ନେଇ CBSE ସ୍ପଷ୍ଟୀକରଣ: ଓଡ଼ିଆ ରହିବ
ଦଶମ ଶ୍ରେଣୀରେ ପ୍ରତିବର୍ଷ ୨ଟି ବୋର୍ଡ ପରୀକ୍ଷା ନେଇ CBSE ସ୍ପଷ୍ଟୀକରଣ ଦେଇଛି । ୨୫ ତାରିଖ ୱେବସାଇଟ ତଥ୍ୟ ନେଇ ସାନି ସ୍ପଷ୍ଟୀକରଣ ଏବଂ ସମସ୍ତ ବିଷୟ ଓ ଭାଷାରେ ପୂର୍ବ ପରି ୨୦୨୫-୨୬ ପରୀକ୍ଷା ହେବ । ଡ୍ରାଫ୍ଟ ପଲିସିର ୮ମ ପଏଣ୍ଟ ବାବଦରେ ତଥ୍ୟ ଦେଲେ । ସେହିପରି ଓଡ଼ିଆ ସହ ଅନ୍ୟାନ୍ୟ ଆଞ୍ଚଳିକ ବିଦେଶୀ ଭାଷା ରହିବ ।

ବର୍ଷକୁ ୨ ଥର CBSE ମାଟ୍ରିକ ପରୀକ୍ଷା ନେଇ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୁପାରିସ କରାଯାଇଛି। ମଙ୍ଗଳବାର ମନ୍ତ୍ରଣାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ପଦକ୍ଷେପ ନିଆଯାଇଥିଲା । ଏପରିକି ମନ୍ତ୍ରଣାଳୟ ପକ୍ଷରୁ ଏକ ଚିଠା ନୀତି ପ୍ରସ୍ତୁତ ମଧ୍ୟ କରାଯିବ।












Click it and Unblock the Notifications