ବର୍ଷକୁ ଦୁଇଥର ହେବ CBSE ଦଶମ ପରୀକ୍ଷା, ପ୍ରଥମ ପରୀକ୍ଷା ବାଧ୍ୟତାମୂଳକ ଓ ଦ୍ବିତୀୟ ଇଚ୍ଛାଧୀନ

ଦଶମ ପରୀକ୍ଷାକୁ ନେଇ ସିବିଏସ୍‌ଇର ବଡ଼ ନିଷ୍ପତ୍ତି । ୨୦୨୬ରୁ ଦୁଇଟି ପର୍ଯ୍ୟାୟରେ ହେବ ବୋର୍ଡ ପରୀକ୍ଷା । ସିବିଏସ୍‌ଇ ବୋର୍ଡ ମାନଦଣ୍ଡକୁ ଦେଲା ମଞ୍ଜୁରି , ବର୍ଷକୁ ଦୁଇ ଥର ହେବ ସିବିଏସ୍‌ଇ ଦଶମ ପରୀକ୍ଷା । ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଫେବ୍ରୁଆରିରେ ହେବ । ଏହା ପରେ ମେ' ମାସରେ ହେବ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ।

CBSE 10th board exams

ପିଲାଙ୍କ ମୁଣ୍ଡରୁ ପରୀକ୍ଷା ଚାପ ହ୍ରାସ କରିବାକୁ ବୋର୍ଡ ଏହି ପଦକ୍ଷେପ ନେଇଛି । ପ୍ରଥମ ପର୍ଯ୍ୟୟ ପରୀକ୍ଷା ଦେବା ଅନିବାର୍ଯ୍ୟ । ମାର୍କ କମ୍‌ ରହିଲେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷାରେ ସୁଧାରି ପାରିବେ । ଯେଉଁ ପରୀକ୍ଷାରେ ଅଧିକ ମାର୍କ ରହିବ ତାକୁ ଗ୍ରହଣ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+