ମହିମା ମିଶ୍ରଙ୍କ ପୁଅକୁ ପଚରାଉଚରା ପାଇଁ ନେଲା CBI ଟିମ୍‌

ଆଜି ଶିଳ୍ପପତି ମହିମା ମିଶ୍ରଙ୍କ ବାସଭବନରେ ସିବିଆଇ ଚଢାଉ କରିଥିଲା । ବର୍ତ୍ତାମାନ ଶେଷ ହେଲା ସିବିଆଇର ଚଢ଼ାଉ । ଚଢ଼ାଉ ପରେ ମହିମା ମିଶ୍ରଙ୍କ ପୁଅ ଚନ୍ଦନ ମିଶ୍ରଙ୍କୁ ସାଥିରେ ପଚରାଉଚରା ପାଇଁ ନେଇଛି ଟିମ୍‌ ।

କଟକ: ଆଜି ଶିଳ୍ପପତି ମହିମା ମିଶ୍ରଙ୍କ ବାସଭବନରେ ସିବିଆଇ ଚଢାଉ କରିଥିଲା । ବର୍ତ୍ତାମାନ ଶେଷ ହେଲା ସିବିଆଇର ଚଢ଼ାଉ । ଚଢ଼ାଉ ପରେ ମହିମା ମିଶ୍ରଙ୍କ ପୁଅ ଚନ୍ଦନ ମିଶ୍ରଙ୍କୁ ସାଥିରେ ପଚରାଉଚରା ପାଇଁ ନେଇଛି ଟିମ୍‌ । ମହିମା ମିଶ୍ରଙ୍କ ଘରୁ ଜବତ ହୋଇଥିବା ଦସ୍ତାବିଜରେ ଯାଞ୍ଚ କରିବ ତଦନ୍ତକାରୀ ଦଳ ।

cbi

ପାରାଦ୍ବୀପ ପୋର୍ଟରେ 25 ଲକ୍ଷ ଟଙ୍କା ଲାଞ୍ଚ କାରବାରରେ ମହିମା ମିଶ୍ରଙ୍କ ଲିଙ୍କ୍‌ ଥିବା ସନ୍ଦେହ କରୁଛି ସିବିଆଇ ଦଳ । ଅଧିକ ପଚରାଉଚରା ପାଇଁ ସିବିଆଇ ଟିମ୍‌ ମହିମା ମିଶ୍ରଙ୍କ ପୁଅ ଚନ୍ଦନ ମିଶ୍ରଙ୍କୁ ସାଙ୍ଗରେ ନେଇଛି । ଠିକାଦାର ସୁମନ୍ତ ରାଉତଙ୍କଠାରୁ ପାରାଦ୍ବୀପ ଚିଫ୍‌ ମେକାନିକାଲ ଇଞ୍ଜିନିୟର ସରୋଜ ଦାସ 25 ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି । ଏନେଇ ତଦନ୍ତ ଆରମ୍ଭ କରିଛି ସିବିଆଇ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+