ରେଲୱେ ଅଧିକାରୀଙ୍କ ଅଫିସ ଏବଂ ଘରେ ସିବିଆଇର ଚଢ଼ାଉ
ପୂର୍ବତଟ ରେଲୱେର ବରିଷ୍ଠ ଅଧିକାରୀ ତଥା ସିନିଅର ଟ୍ରାଭେଲିଂ ଅଫିସର ରବି ନାରାୟଣ ରଥଙ୍କ ଘରେ ଚଢ଼ାଉ ।
ଭୁବନେଶ୍ୱର: ରେଲୱେ କର୍ମଚାରୀଙ୍କ ଅଫିସ ଓ ଘରେ ସିବିଆଇ ଚଢ଼ାଉ । ପୂର୍ବତଟ ରେଲୱେର ବରିଷ୍ଠ ଅଧିକାରୀ ତଥା ସିନିଅର ଟ୍ରାଭେଲିଂ ଅଫିସର ରବି ନାରାୟଣ ରଥଙ୍କ ଘରେ ଚଢ଼ାଉ ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସିବିଆଇର ଚଢ଼ାଉ । ତାଙ୍କ ଭୁବନେଶ୍ବର ଅଫିସ ଓ କୋଳଥିଆ ବାସଭବନରେ ସିବିଆଇର ଚଢ଼ାଉ କରିଥିବା ସୂଚନା ରହିଛି ।













Click it and Unblock the Notifications