ସାବଧାନ କରାଇଲେ ମନ୍ତ୍ରୀ ; କଟିନ ଛଟନି କରୁଥିଲେ ତୁରନ୍ତ କାର୍ଯ୍ୟନୁଷ୍ଠାନ

ରାଜ୍ୟରେ ସୁରୁଖୁରୁରେ ଚାଲିଛି ଧାନ କିଣା । କଟ୍‌ନିଛଟ୍‌ନି ହେଉନି । କାଁ ଭାଁ ଯଦି କେଉଁଠି କିଛି ସମସ୍ୟା ହେଉଛି ତାକୁ ସମାଧାନ କରାଯାଉଥିବା କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବର୍ତ୍ତମାନ ସୁଦ୍ଧା ଆମର ୭୨୦୮ କୋଟି ଟଙ୍କା ଚାଷୀଙ୍କୁ ଦିଆଯାଇଛି । ୩୪ ଲକ୍ଷ ୨୯ ହଜାର ମେଟ୍ରିକ ଟନ ଧାନ ବର୍ତ୍ତମାନ ସୁଦ୍ଧା ସରକାର କିଣି ସାରିଛନ୍ତି । ଯେଉଁଠି କଟ୍‌ନି ଛଟ୍‌ନି ଅଭିଯୋଗ ଆସୁଛି ସେଠି ତୁରନ୍ତ ଆକ୍ସନ ନିଆଯାଉଛି । ଯେଉଁମାନେ କରୁଛନ୍ତି ତାଙ୍କୁ ସସପେଣ୍ଡ କରିବାକୁ ମୁଁ କଡ଼ା ନିର୍ଦ୍ଦେଶ ଦେଇଛି ।

Krishna patra

ବର୍ଷା କାରଣରୁ କିଛି ସ୍ଥାନରେ ଧାନ ଡିସକଲର ହୋଇଯାଇଛି । କ୍ଷତିପୂରଣ ପାଇଥିବା ଚାଷୀ ସେହି ଧାନକୁ ମଣ୍ଡିକୁ ନେଇ ଆସୁଥିବାରୁ ସମସ୍ୟା ହେଉଛି । ଖରାପ ଧାନ ମଣ୍ଡିକୁ ନଆଣିବାକୁ ଚାଷୀଙ୍କୁ ନିବେଦନ କରିଛନ୍ତି ଯୋଗାଣ ମନ୍ତ୍ରୀ ।

କିଛି ଦିନ ହେଲାଣି ରାଜ୍ୟର ବିଭିନ୍ନ ସ୍ଥାନରୁ ମଣ୍ଡି ଅବ୍ୟବସ୍ଥାର ଚିତ୍ର ସାମ୍ନାକୁ ଆସୁଛି । କେଉଁଠି ଖରାପ ଧାନ କହି ମିଲର ନେଉନାହାନ୍ତି ତ ଆଉ କେଉଁଠି କଟ୍‌ନି ଛଟ୍‌ନିର ଅଭିଯୋଗ ଆଣୁଛନ୍ତି ଚାଷୀ । ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ହେଉଥିଲେ ମଧ୍ୟ କିଛି ଦଲାଲ ଗଳାବାଟରେ କାରବାର ଚଳାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+