କାଠଯୋଡ଼ି ପଠାରେ ଫସିଲେ ଗୋରୁପଲ; କାଲିଠୁ ଫସି ରହିଛନ୍ତି ୨୦ରୁ ଅଧିକ ଗୋରୁ
ହଠାତ୍ ଜଳସ୍ତର ବଢ଼ିବାରୁ କାଠଯୋଡ଼ି ପଠାରେ ଫସିଲେ ଗୋରୁପଲ । ତ୍ରିଶୁଳିଆ ବ୍ରିଜ୍ ନିକଟ କାଜିପାଟଣା କାଠଯୋଡ଼ି ପଠାରେ ଫସିଲେ ଗୋରୁପଲ ।
ଚରିବାକୁ ଯାଇଥିବା ବେଳେ କାଲିଠୁ ଫସି ରହିଛନ୍ତି ୨୦ରୁ ଅଧିକ ଗୋରୁ । ହୀରାକୁଦର ୨୪ ଗେଟ୍ ଖୋଲା ଥିବାରୁ ହଠାତ୍ ବଢ଼ିଛି ଜଳସ୍ତର ।













Click it and Unblock the Notifications