Get Updates
Get notified of breaking news, exclusive insights, and must-see stories!

ଗର୍ଭବତୀ ମହିଳା ନେଇ ପାରିବେ କି କରୋନା ଟିକା ? ଜାଣନ୍ତୁ, କଣ କହୁନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ...

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, କରୋନା କାଳରେ ଗର୍ଭଧାରଣ ନେଇ କୌଣସି ନିର୍ଦ୍ଦେଶାବଳୀ ନାହିଁ । ଅନ୍ୟପଟେ ଗର୍ଭବତୀ ଓ ସନ୍ତ୍ୟପାନ କରୁଥିବା ମହିଳାମାନେ ଟିକା ନେଇ ପାରିବେ ନାହିଁ ବୋଲି ସେ କହିଛନ୍ତି ।

ଭୁବନେଶ୍ବର: ଦେଶର କରୋନାର ଦ୍ବିତୀୟ ଲହରୀ ଭୟାବହ ପରିସ୍ଥିତି ସୃଷ୍ଟି କଲାଣି । ଅନ୍ୟପଟେ ସାରା ଦେଶରେ ଜାରି ରହିଛି ତୃତୀୟ ପର୍ଯ୍ୟାୟ ଟିକାକରଣ । 18ରୁ 44 ବର୍ଷ ବୟଷ୍କ ବ୍ୟକ୍ତି ନେଇ ପାରିବେ କରୋନା ଟିକା । ମାତ୍ର ଟିକାକରଣ ସମୟରେ କଣ ଗର୍ଭବତୀ ମହିଳା ଟିକା ନେଇ ପାରିବେ ? ଏନେଇ କଣ କହୁନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ...

pregnant women

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, କରୋନା କାଳରେ ଗର୍ଭଧାରଣ ନେଇ କୌଣସି ନିର୍ଦ୍ଦେଶାବଳୀ ନାହିଁ । ଯଦି ଗର୍ଭ ରହିଯାଉଛି ତେବେ ଡାକ୍ତରଙ୍କ ସହ ପରାମର୍ଶ କରିପାରିବେ । ଅନ୍ୟପଟେ ଗର୍ଭବତୀ ଓ ସନ୍ତ୍ୟପାନ କରୁଥିବା ମହିଳାମାନେ ଟିକା ନେଇ ପାରିବେ ନାହିଁ ବୋଲି ସେ କହିଛନ୍ତି ।

ଗର୍ଭବତୀ ମହିଳା ସ୍ୱାସ୍ଥ୍ୟ ପରୀକ୍ଷାରେ ବ୍ୟବଧାନ ଆଣନ୍ତୁ । ଜଟିଳତା ନଥିଲେ ପ୍ରତି ମାସ ବଦଳରେ ୨ ମାସରେ ପରୀକ୍ଷା କରନ୍ତୁ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । କୋଭିଡ୍ ଗାଇଡଲାଇନ୍ ମାନି ଅଲଟ୍ରାସାଉଣ୍ଡ କରନ୍ତୁ । ଗର୍ଭାବସ୍ଥାରେ ମହିଳାଙ୍କୁ କରୋନା ଟିକା ଦିଆଯାଇପାରିବ ନାହିଁ
ଶିଶୁଙ୍କୁ ସ୍ତନ୍ୟପାନ କରାଉଥିବା ମା'ଙ୍କୁ କରୋନା ଟିକା ମନା ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହୁନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+