ଓଡ଼ିଶାରେ କ୍ୟାପିଟାଲ ରିଜିଅନ ରିଙ୍ଗ୍‌ ରୋଡ୍‌ ପାଇଁ କ୍ୟାବିନେଟ୍‌ ମୋହର,ଖର୍ଚ୍ଚ ହେବ ୮ ହଜାର ୩୦୭ କୋଟି ଟଙ୍କା

ଭୁବନେଶ୍ବର-କଟକ ରିଙ୍ଗ ରୋଡକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ । ୬ଲେନ ବିଶିଷ୍ଟ ୧୧୧ କିମି ବାଇପାସ ନିର୍ମାଣ ହେବ । ଏଥିପାଇଁ ୮୩୦୭ କୋଟି ଟଙ୍କା ବ୍ୟୟ ଅଟକଳ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହାକୁ ଅନୁମୋଦନ ମିଳିଛି ।

Ring Road

ରିଙ୍ଗ ରୋଡ ନିର୍ମାଣ ହେବା ଫଳରେ ଭୁବନେଶ୍ବର-କଟକ ମଧ୍ୟରେ ଭାରୀ ବ୍ୟବସାୟିକ ଯାନ ପ୍ରବେଶ ନିୟନ୍ତ୍ରଣ ହେବ। ସହର ମଧ୍ୟକୁ ଭାରୀ ଯାନ ପ୍ରବେଶ ବଦଳରେ ଏହା ବାଇପାସରେ ଚଳାଚଳ କରିବ। ଏହା ମାଧ୍ୟମରେ ୩ଟି ମୁଖ୍ୟ ଜାତୀୟ ରାଜପଥNH-55, NH-57, NH-655 ଏବଂ ଗୋଟିଏ ରାଜ୍ୟ ସଡକ ମଧ୍ୟରେ ସଂଯୋଗକୁ ସୁନିଶ୍ଚିତ କରିବ।

ଏହି କ୍ୟାପିଟାଲ ରିଜିୟନ ରିଙ୍ଗ ରୋଡ କେବଳ ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧାରେ ଯାତାୟାତକୁ ସୁବିଧାଜନକ କରିବ ନୁହେଁ, ବରଂ ଆର୍ଥିକ ବୃଦ୍ଧି, ଶିଳ୍ପୀୟ ବିସ୍ତାର ଏବଂ ଅଞ୍ଚଳୀୟ ସମୃଦ୍ଧି ପାଇଁ ଏକ ପ୍ରଭାବଶାଳୀ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+