ଆଗାମୀ ଦିନରେ ବିଭିନ୍ନ ଜିଲ୍ଲାରେ କ୍ୟାବିନେଟ୍‌ ମିଟିଂ

ସମ୍ବଲପୁରରେ ନୂଆଁଖାଇ ଭେଟଘାଟ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା । ନୂଆ GST ଦ୍ବାରା ଚାଷୀ ଲାଭବାନ ହେବେ, ସାର ମୂଲ୍ୟ ହ୍ରାସ ହେବ' । ଚାଷୀ ପଞ୍ଜିକରଣ ଅବଧି ବୃଦ୍ଧି କରିବାକୁ ସରକାର ଯୋଜନା କରୁଛନ୍ତି' । 'ଆଗାମୀ ଦିନରେ ବିଭିନ୍ନ ଜିଲ୍ଲାରେ କ୍ୟାବିନେଟ୍‌ ମିଟିଂ କରିବାକୁ ଯୋଜନା' । ଜନ ଶୁଣାଣି ଭଳି କ୍ୟାବିନେଟ୍ ବୈଠକ ବି ବିଭିନ୍ନ ସ୍ଥାନରେ କରାଯିବ' ।

mohan majhi
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+