ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ସଂଧ୍ୟା ୫ଟାରେ କ୍ୟାବିନେଟ୍ ବୈଠକ । କିଛି ବଡ଼ ନିଷ୍ପତ୍ତି ଉପରେ ମୋହର ବାଜିପାରେ । ୮ଟି ପ୍ରସ୍ତାବକୁ କ୍ୟାବିନେଟ ମୋହର ଲାଗିପାରେ ।