Get Updates
Get notified of breaking news, exclusive insights, and must-see stories!

ସଂକ୍ରମଣ ଭାଙ୍ଗିନି ମନୋବଳ: କୋଭିଡ୍ ହସ୍ପିଟାଲରେ ପ୍ରତିଯୋଗୀମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି

ଆଇଏଏସ ଅଫିସର ବିଜୟ କୁଲଙ୍ଗେ ଏହି ଫଟୋ ସେୟାର କରିଛନ୍ତି। ଫଟୋରେ ସଂକ୍ରମିତ ମାସ୍କ ପିନ୍ଧି ବେଡ଼ରେ ବସି ପାଠ ପଢ଼ୁଥିବା ନଜର ଆସିଛନ୍ତି। ତାଙ୍କ ବେଡ଼ରେ ବହି ଓ କାଲକୁଲେଟର ରଖାଯାଇଛି। ତାଙ୍କ ପାଖରେ ପିପିଇ କିଟ ପିନ୍ଧି ୩ଜଣ ଛିଡା ହୋଇଛନ୍ତି ଓ ତାଙ୍କ ସହ କଥାବାର୍

ବ୍ରହ୍ମପୁର: କରୋନା ସଂକ୍ରମିତଙ୍କ ଚାଟାର୍ଡ ଆକାଉଣ୍ଟ ପରୀକ୍ଷା ପ୍ରସ୍ତୁତ । ହସ୍ପିଟାଲ ବେଡ଼ରେ ସିଏ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଯୁବକଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଆଇଏଏସ ଅଫିସର ବିଜୟ କୁଲଙ୍ଗେ ଏହି ଫଟୋ ସେୟାର କରିଛନ୍ତି।

Ganjam District Magistrate

ଫଟୋରେ ସଂକ୍ରମିତ ମାସ୍କ ପିନ୍ଧି ବେଡ଼ରେ ବସି ପାଠ ପଢ଼ୁଥିବା ନଜର ଆସିଛନ୍ତି। ତାଙ୍କ ବେଡ଼ରେ ବହି ଓ କାଲକୁଲେଟର ରଖାଯାଇଛି। ତାଙ୍କ ପାଖରେ ପିପିଇ କିଟ ପିନ୍ଧି ୩ଜଣ ଛିଡା ହୋଇଛନ୍ତି ଓ ତାଙ୍କ ସହ କଥାବାର୍ତ୍ତା କରୁଛନ୍ତି।

ଫଟୋ ସେତେବେଳେ କ୍ଲିକ କରାଯାଇଥିଲା ଯେତେବେଳେ ଗଞ୍ଜାମ ଜିଲ୍ଲା ମାଜିଷ୍ଟ୍ରେଟ ଓ କଲେକ୍ଟର ବିଜୟ କୁଲଙ୍ଗେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ହସ୍ପିଟାଲ ଗସ୍ତରେ ଯାଇଥିଲେ। ବିଜୟ କୁଲଙ୍ଗେ ଟ୍ୱିଟରରେ ଯୁବକଙ୍କ ଫଟୋ ସେୟାର କରି ତାଙ୍କ ସମର୍ପଣର ପ୍ରଶଂସା କରିଛନ୍ତି। ଆଇଏଏସ ଅଧିକାରୀ ଲେଖିଛନ୍ତି, 'ସଫଳତା ସଂଯୋଗ ନୁହେଁ, ସମର୍ପଣର ଆବଶ୍ୟକତା ରହିଛି।'

ଆଗକୁ ସେ ଲେଖିଛନ୍ତି, "ମୁଁ କୋଭିଡ ହସ୍ପିଟାଲ ଗସ୍ତରେ ଯାଇଥିଲି। ସେତେବେଳେ ଏହି ଯୁବକ ସିଏ ପରୀକ୍ଷା ପାଇଁ ଅଧ୍ୟୟନ କରୁଥିବା ଦେଖିଥିଲି। କୌଣସି ଜିନିଷ ପ୍ରତି ଆପଣଙ୍କ ସମର୍ପଣ ନିଜର ସବୁ ଦୁଃଖ ଭୁଲାଇ ଦିଏ। ଏହାପରେ ସଫଳତା କେବଳ ଔପଚାରିକତା।"

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+