ମାର୍ଚ୍ଚ ୨୦୨୫ ସୁଦ୍ଧା ସମସ୍ତ ଗାଁକୁ ଇଣ୍ଟରନେଟ୍ ସେବା

Odisha News: ମାର୍ଚ୍ଚ ୨୦୨୫ ସୁଦ୍ଧା ସମସ୍ତ ଗାଁକୁ ଇଣ୍ଟରନେଟ୍ ସେବା ପହଞ୍ଚିବ। ଏନେଇ ଆଜି ବିଧାନସଭଆରେ ସୂଚନା ଦେଇଥନ୍ତି ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଗୃହରେ ସେ କହିଛନ୍ତି, ସଂଯୋଗ ହୋଇନଥିବା ସମସ୍ତ ଗାଁକୁ ଖୁବ୍ ଶୀଘ୍ର ଇଣ୍ଟରନେଟ୍ ସେବା ପବଞ୍ଚାଯିବାର ଲକ୍ଷ୍ୟ ରଖାଯାଇଛି । ଯେଉଁଥି ପାଇଁ ADMଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କ ଫୋର୍ସ ଗଠନ କରାଯାଇଛି । ଟାୱାର ବସାଇବା ପାଇଁ ଜମି ଅଧିଗ୍ରହଣ କରିବା ନେଇ ଏହି ଟାସ୍କଫୋର୍ମ କାମ କରିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

March 2025 Internet Services
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+