ଅଗଷ୍ଟ ୧୫ ସୁଦ୍ଧା ରାଜ୍ୟରେ ଚାଲିବ ଗ୍ରୀନ୍ ହାଇଡ୍ରୋଜେନ୍ ବସ୍

Odisha News: ଅଗଷ୍ଟ ୧୫ ସୁଦ୍ଧା ରାଜ୍ୟରେ ଚାଲିବ ଗ୍ରୀନ୍ ହାଇଡ୍ରୋଜେନ୍ ବସ୍ । କ୍ରୁଟ୍ ସହ NTPC ଏବଂ ଗ୍ରୀଡ୍କୋର ଏମଓୟୁ ମଧ୍ୟ ସ୍ୱାକ୍ଷରିତ ହୋଇଛି । ତେବେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୩ଟି ଗ୍ରୀନ୍ ହାଇଡ୍ରୋଜେନ୍ ବସ ଚାଲିବ । ଯାହା ଭୁବନେଶ୍ୱର, କଟକ ଓ ପୁରୀ ମଧ୍ୟ ଏହି ଚାଲିବ । ଏନେଇ ସୂଚନା ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

Odisha News

ତେବେ ହାଇଡ୍ରୋଜେନ ପ୍ରସ୍ତୁତି ପାଇଁ ଏନଟିପିସିକୁ ଗାଡ଼କରଣରେ ଜାଗା ଦିଆଯାଇଛି । ତେବେ ଖାସ କଥା ହେଲା ହାଇଡ୍ରୋଜେନ୍ ନାଳ ପାଣିରେ ତିଆରି କରାଯିବ । ଏହି ବସର ମୂଲ୍ୟ ପାଖାପାଖି ୨ କୋଟି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+