୨୦୨୯ ସୁଦ୍ଧା ରାଜ୍ୟରେ କେହି ରହିବନି ଭୂମିହୀନ; ବଡ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ

୨୦୨୯ ସୁଦ୍ଧା ରାଜ୍ୟରେ କୌଣସି ବ୍ୟକ୍ତି ଭୂମିହୀନ ରହିବେନି । ସମସ୍ତ ଭୂମିହୀନଙ୍କୁ ପଟ୍ଟା ଯୋଗାଇ ଦେବେ ରାଜ୍ୟ ସରକାର । ପ୍ରାଥମିକତା ଭାବରେ ଦିବ୍ୟାଙ୍ଗ ମାନଙ୍କ ପାଇଁ ଘର ଡିହ ପଟ୍ଟା ପ୍ରଦାନ କରାଯିବ ।

Suresh Pujari

ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ସରକାରୀ ତଥ୍ୟକୁ ଆଧାର କରି ଖୁବ୍‌ଶୀଘ୍ର ଭୂମିହୀନ ଦିବ୍ୟାଙ୍ଗଙ୍କୁ ଜମି ପଟ୍ଟା ଦିଆଯିବ । ଏହାସହ ପ୍ରଧାନମନ୍ତ୍ରୀ ଆବାସରେ ଘର ସହ ସମସ୍ତ ସରକାରୀ ସୁବିଧା ଯୋଗାଇ ଦିଆଯିବ । ୫ ବର୍ଷ ମଧ୍ୟରେ ଘରଡିହ ନଥିବା ବ୍ୟକ୍ତି ଶୂନ୍ୟ ରାଜ୍ୟ ହେବ ଓଡ଼ିଶା । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+