Get Updates
Get notified of breaking news, exclusive insights, and must-see stories!

Breaking News: ଓଭର ବ୍ରିଜରୁ ତଳକୁ ଖସିଲା ବସ୍, ୩ ମୃତ, ୪୦ ଆହତ

Jaipur News: ଓଭର ବ୍ରିଜ ତଳକୁ ଖସିଲା ଯାତ୍ରୀବାହୀ ବସ୍ । ୩ ମୃତ ଏବଂ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ନେଇ ସୂଚନା ରହିଛି । ସେହିପରି ୪୦ ଜଣ ଆହତ ହୋଇଛନ୍ତି । ଏନଏଚ୍-୧୬ ବାରବାଟୀ ଛକ ନିକଟରେ ବଡ଼ ସଡ଼କ ଦୁର୍ଘଟଣା, ସମସ୍ତ ଆହତଙ୍କୁ ଗୁରୁତର ଅବସ୍ଥାରେ ଧର୍ମଶାଳା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୫ ଜଣ ଗୁରୁତରଙ୍କୁ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି

ବସଟି କଟକରୁ ଦୀଘା ଯାଉଥିବା ବେଳେ ବସଟି ଦୁର୍ଘଟଣାଗ୍ରସ୍ଥ ହୋଇଥିବା ନେଇ ସୂଚନା ରହିଛି । ଉଦ୍ଧାର କାର୍ଯ୍ୟରେ ୧୬ଟି ଆମ୍ବୁଲାନ୍ସ,ନିୟୋଜିତ ଥିବା ବେଳେ ବସକୁ ଉଠାଇବା ପାଇଁ କ୍ରେନ୍ ଘଟଣାସ୍ଥଳରେ ପହଞ୍ଚିଛି ।

Bus Accident jajpur

ସୂଚନା ଅନୁସାରେ, କଟକରୁ ଦୀଘା ଯାଉଥିବା ବେଳେ ଏପରି ଅଘଟଣ ଘଟିଛି । ୫୦ ରୁ ୬୦ ଜଣ ଯାତ୍ରୀ ବସରେ ଯାତ୍ରା କରୁଥିଲେ । ମିଳିଥିବା ଖବର ଅନୁସାରେ ୪୦ ଜଣ ଆହତଙ୍କୁ ଉଦ୍ଧାର କରାଯାଇଛି ଆଉ ଅନେକ ଯାତ୍ରୀ ବସ ତଳେ ଚାପି ହୋଇ ରହିଥିବା ନେଇ ସୂଚନା ରହିଛି ।

ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ସମସ୍ତଙ୍କ ଚିକିତ୍ସା ଜାରି ରହିଛି । ୫ ଜଣ ଗୁରୁତରଙ୍କୁ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେହିପରି ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+