ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା; ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ
ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା; ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ । ସୋର କଲେଜ ଛକ ନିକଟରେ ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା । ଦୁର୍ଘଟଣାସ୍ଥଳରେ ଚାପି ହୋଇ ରହିଛନ୍ତି ଟ୍ରକ୍ ଡ୍ରାଇଭର୍ । ଭୁବନେଶ୍ବରରୁ ବାଲେଶ୍ବର ଅଭିମୁଖେ ଯାଉଥିଲା ବସ୍ । ୪୦ ଜଣ ଯାତ୍ରୀଙ୍କ ମଧ୍ୟରୁ କିଛି ଯାତ୍ରୀ ଆହତ ସୂଚନା ।













Click it and Unblock the Notifications