କୋରାପୁଟରେ ଗଡୁନି ବସ୍:ବସ୍ କର୍ମଚାରୀ ଓ ମାଲିକଙ୍କ ମଧ୍ୟରେ ବିବାଦ
Koraput Bus Strike: ଘରୋଇ ବସ୍ କର୍ମଚାରୀ ଓ ମାଲିକଙ୍କ ମଧ୍ୟରେ ବିବାଦକୁ ନେଇ କୋରାପୁଟରୁ ୪୦ଟି ରୁଟରେ ବସ ଚଳାଚଳ ବନ୍ଦ କରାଯାଇଛି । ଯେଉଁଥିପାଇଁ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ବସ୍ ଚଳାଚଳ ଟାଇମିଂ ପାଇଁ କର୍ମଚାରୀଙ୍କୁ ଗାଳିଗୁଲଜ ପରେ ବିବାଦ ସୃଷ୍ଟି ହୋଇଥିବା ନେଇ ସୂଚନା ରହିଛି । ସେପଟେ କର୍ମଚାରୀ ମାନେ କହିଛନ୍ତି, ଯେ ପର୍ଯ୍ୟନ୍ତ ଏହି ବିବାଦର ସମାଧାନ ନ ହେଉଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ।












Click it and Unblock the Notifications