କୁମ୍ଭମେଳା ପାଇଁ ଓଡ଼ିଶାରୁ ଗଡିବ ବସ୍, ମହିଳା ଯାତ୍ରୀଙ୍କୁ ୫୦% ରିହାତି
Maha Kumbh Mela 2025: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହେବାକୁ ଯାଉଛି ମହାକୁମ୍ଭ ମେଳା । ଯେଉଁଥି ପାଇଁ ଓଡ଼ିଶାରୁ ଗଡ଼ିବ ବସ୍ । ପ୍ରଥମ ପର୍ଯ୍ୟାରେ ୮ଟି ବସ୍ ଚାଲିବ ଯେଉଁଥିରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ରିହାତି ରହିବା ନେଇ ସୂଚନା ରହିଛି ।













Click it and Unblock the Notifications