କଟକରେ ଓଲଟିଲା ବସ୍ , ୧ ମୃତ, ଅନେକ ଆହତ

କଟକ: କଟକ ଗୋପାଳପୁର ଛକରେ ଓଲଟି ପଡ଼ିଲା ବସ୍ । ଏନଏଚ୍‌-୧୬ରେ ଓଲଟି ପଡ଼ିଲା ବସ୍‌, ଏଥିରେ ୧ ମୃତ, ୧୬ ଜଣ ହୋଇଛନ୍ତି ଗୁରୁତର ଆହତା ଭୁବନେଶ୍ୱରରୁ ବାଲେଶ୍ୱର ଯାଉଥିବା ବେଳେ ଓଲଟିଲା 'ଚନ୍ଦନ' ବସ୍‌ , ସ୍ଥାନୀୟ ଲୋକଙ୍କ ଦ୍ୱାରା ବସ୍‌ରୁ ଯାତ୍ରୀଙ୍କୁ ଉଦ୍ଧାର କରାଯାଉଛି । ଉଦ୍ଧାର ଯାତ୍ରୀଙ୍କୁ କଟକ ବଡ଼ ମେଡିକାଲ ପଠାଯାଉଛି ।

ସୂଚନାନୁସାରେ କଟକ ଗୋପାଳପୁର ଛକରେ ବୁଧବାର ସନ୍ଧ୍ୟାରେ ଏକ ବସ୍ ଓଲଟି ପଡ଼ିଛି । ୧୬ ନଂ ଜାତୀୟ ରାଜପଥ କଟକ ଗୋପାଳପୁର ଛକ ନିକଟରେ ଯାତ୍ରୀବାହୀ ବସ୍‌ଟି ଓଲଟି ପଡିଛି । କଟକରୁ ଭୁବନେଶ୍ୱର ଯିବାବେଳେ 'ଚନ୍ଦନ' ନାମକ ବସ୍‌ଟି ଓଲଟି ପଡିଥିବା ଜଣାପଡିଛି । ଦୁର୍ଘଟଣା ଫଳରେ ଅନେକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ।

bus overturns

ତେବେ ଏବେ ବି ବସ୍ ମଧ୍ୟରେ ଅନେକ ଯାତ୍ରୀ ଫସି ରହିଥିବା ଜଣାପଡିଛି । ସ୍ଥାନୀୟ ଲୋକଙ୍କ ଦ୍ୱାରା ବସ୍ ମଧ୍ୟରୁ ଯାତ୍ରୀଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତ ଯାତ୍ରୀମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି କଟକ ବଡ଼ ମେଡିକାଲକୁ ସ୍ତାନାନ୍ତର କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+