ଓଲଟିଲା ବସ୍: ଜଣେ ଯାତ୍ରୀଙ୍କ ମୃତ୍ୟୁ, ଅନେକ ଆହତ
Accident News: ନବରଙ୍ଗପୁରରେ ବସ୍ ଚକା ଫାଟିବାରୁ ରାସ୍ତା ମଝିରେ ଓଲଟିଲା ବସ୍ । ଫଳରେ ଘଟଣାସ୍ଥଳରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି ।

ସୂଚନା ଅନୁସାରେ, ନବରଙ୍ଗପୁର ଥାନା ତାରା ଗାଁ ନିକଟରେ ଚକା ଫାଟିବାରୁ ଓଲଟିଲା ବସ୍। ଏହି ବସ ଉମରକୋଟରୁ ଜୟପୁର ଯାଉଥିଲା ଯେଉଁଥିରେ ୫୦ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିଲେ ।












Click it and Unblock the Notifications