ଖୁସି ଖବର: କମିଲା ବସ୍ ଭଡ଼ା

କମିଲା ବସ୍‌ ଭଡ଼ା। ତେଲ ଦର କମିବା ସହ ହ୍ରାସ ପାଇଲା ବସ୍ ଭଡା । କିଲୋମିଟର ପିଛା ସାଧାରଣ ବସ୍ ୩ ପଇସା ହ୍ରାସ ପାଇଛି ।

ଭୁବନେଶ୍ୱର: କମିଲା ବସ୍‌ ଭଡ଼ା। ତେଲ ଦର କମିବା ସହ ହ୍ରାସ ପାଇଲା ବସ୍ ଭଡା । କିଲୋମିଟର ପିଛା ସାଧାରଣ ବସ୍ ୩ ପଇସା ହ୍ରାସ ପାଇଛି । ସେହିପରି କିଲୋମିଟର ପିଛା ଏସି ବସ୍ ଭଡା ୬ପଇସା କମିଲା । ଅର୍ଡିନାରୀ ବସ ଭଡା ୯୨ରୁ ୮୯ ପଇସାକୁ ହ୍ରାସ ପାଇଛି । ଏକ୍ସପ୍ରେସ ୯୬ରୁ ୯୩ ପଇସା, ଡିଲକ୍ସ ୧.୩୫ରୁ ୧.୨୯କୁ ହ୍ରାସ ପାଇଛି ।

Bus Fare

ଅର୍ଡିନାରୀ ବସ୍ ଭଡ଼ା ପୂର୍ବରୁ କିଲୋମିଟର ପିଛା ୯୨ ପଇସା ଥିଲା। ସେହିପରି ଏକ୍ସପ୍ରେସ ବସ୍‌ର ଭଡ଼ା କିଲୋମିଟର ପିଛା ୯୬ ପଇସା ଥିବା ବେଳେ ଏବେ ଏହା ୯୩ ପଇସାକୁ ଖସିଛି। ସେହିପରି ପୂର୍ବରୁ ଡିଲକ୍ସ ବସ୍ ଭଡ଼ା କିଲୋମିଟର ପ୍ରତି ୧ଟଙ୍କା ୩୫ ପଇସା ଥିଲା । ସୁପର ପ୍ରିମିୟମ ବସ୍‌ର ଭଡ଼ା କିମି ପିଛା ୨ ଟଙ୍କା ୫୩ ପଇସା ଥିବା ବେଳେ ଏହା ୨ ଟଙ୍କା ୪୪ପଇସାକୁ ଖସିଛି।

ନୂଆ ବସ୍ ଭଡା

  • ଅର୍ଡିନାରୀ ବସ୍ ଭଡ଼ା ୮୯ ପଇସା/କିମି
  • ଏକ୍ସପ୍ରେସ ୯୩ ପଇସା/କିମି
  • ଡିଲକ୍ସ ୧.୨୯ ପଇସା/କିମି
  • ଏସି ଡିଲକ୍ସ ଭଡ଼ା ୧.୫୭ ପଇସା/କିମି
  • ସୁପର ପ୍ରିମିୟମ ବସ ଭଡ଼ା ୨ ଟଙ୍କା ୪୪ପଇସା/କିମି
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+