ଘଟାରାସ୍ତାରେ ବସ୍ ଦୁର୍ଘଟଣା: ୨୪ ଆହତ
Road Accident: ଘାଟିରାସ୍ତାରେ ବସ ଦୁର୍ଘଟଣା ଏକ ଗଛକୁ ପଟିଲା ବସ୍ ଯେଉଁଥିରେ ୨୪ ଜଣ ଆହତ ହୋଇଥିବା ନେଇ ସୂଚନା । ରାୟଗଡ଼ ଥାନା ମାର୍ଲବା ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ବ୍ରହ୍ମପୁରରୁ ପାରଳାଖେମୁଣ୍ତି ଆସୁଥିବା ବେଳେ ଏପରି ସଡ଼କ ଦୁର୍ଘଟଣା ଘଟିଥିବା ନେଇ ସୂଚନା ରହିଛି ।

ସୂଚନା ଅନୁସାରେ, ଆହତଙ୍କ ମଧ୍ୟରେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି, ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ଚିକିତ୍ସା ଜାରି ରହିଛି ।












Click it and Unblock the Notifications