ପୁଣି ତପ୍ତପାଣି ଘାଟିରେ ଦୁର୍ଘଟଣା ହେଲା ବସ୍‌, ୭ ଯାତ୍ରୀ ଆହତ

ବ୍ରହ୍ମପୁର: ପୁଣି ତପ୍ତପାଣି ଘାଟିରେ ବସ୍ ଦୁର୍ଘଟଣା । ଭାରସ୍ୟାମ ହରାଇ ରାସ୍ତାକଡ଼କୁ ଖସିପଡ଼ିଛି ବରଯାତ୍ରୀ ବସ୍ । ଏହି ଦୁର୍ଘଟଣାରେ ୭ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତମାନଙ୍କର ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ । ସୂଚନା ଅନୁସାରେ ଆଜି ପୂର୍ବାହ୍‌ଣରେ ବ୍ରହ୍ମପୁରରୁ ଲୋକମାନେ ଏକ ଯାତ୍ରୀବାହୀ ବସ୍ 'ଗୁପ୍ତେଶ୍ୱର'ରେ ଚାନ୍ଦିପୁଟ୍‌କୁ ଯାଇଥିଲେ ।

berhampur accident

କାର୍ଯ୍ୟକ୍ରମ ସାରି ଅପରାହ୍‌ଣରେ ପୁଣି ସମସ୍ତେ ବ୍ରହ୍ମପୁର ଅଭିମୁଖେ ଫେରୁଥିଲେ । କିନ୍ତୁ ବସଟି ତପ୍ତପାଣି ଘାଟିରେ ଭାରସାମ୍ୟ ହରାଇଥିଲା । ଗାଡ଼ିର ଚାଳକ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ର ଏକ ବଡ଼ ପଥରକୁ ଧକ୍କା ଦେଇଥିଲେ । ଯାହା ଫଳରେ କି ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+