ବସ୍‌କୁ ଧକ୍କା ଦେଲା ଟ୍ରକ: ୩ ଆହତ, ୨ ଗୁରୁତର

ବଣାଇ: ବସ୍‌କୁ ଧକ୍କା ଦେଲା ଟ୍ରକ । ୫ ଆହତ। ଲହୁଣିପଡ଼ା ରଜାମୁଣ୍ଡା ବାଇପାସ୍ ନିକଟରେ ଦୁର୍ଘଟଣା ଦେଖିବାକୁ ମିଳିଛି। ବସ୍‌ଟି ରାଉରକେଲାରୁ ବଡ଼ବିଲ ଯାଉଥିଲା। ଦୁର୍ଘଟଣାରେ ୨ ଗୁରୁତର ରାଉରକେଲା ସ୍ଥାନାନ୍ତର।

bus accident

ସୂଚନା ଅନୁସାରେ ଲିଙ୍ଗରାଜ ନାମକ ଏକ ଘରୋଇ ବସ ରାଉରକେଲାରୁ ବଡ଼ବିଲ ଅଭିମୁଖେ ଯାଉଥିବା ବେଳେ ସାମ୍ନା ପଟୁ ଏକ ହାଇୱା ବସ ସହ ମୁହାଁମୁହିଁ ହୋଇଥିଲା। ଫଳରେ ଏଥ‌ିରେ ୫ ଜଣ ଯାତ୍ରୀ ଆହତ ହୋଇଥଲେ ।

ତେବେ ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ଥ‌ିବା ଯାତ୍ରୀଙ୍କୁ ଲହୁଣୀପଡ଼ା ଚିକିତ୍ସାଳୟକୁ ନିଆ ଯାଇ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଉଛି । ଖବର ପାଇ ଲହୁଣୀପଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଗାଡ଼ିକୁ ସିଜ୍ କରିବା ସହିତ ଘଟଣାର ତଦନ୍ତ କରୁଥିବା ଜଣା ପଡିଛି ।

ସୂଚନା ଅନୁସାରେ, ସୁନ୍ଦରଗଡ ଜିଲ୍ଲା ବଣାଇ ଉପଖଣ୍ଡ ଲହୁଣୀପଡା ଥାନା ରାଜାମୁଣ୍ଡା ବାଇପାସ ଛକ ନିକଟରେ ବସ୍ ହାଇୱା ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି ।ବସରେ ୩୦ରୁ ଊର୍ଦ୍ଧ୍ବ ଯାତ୍ରୀ ଥ‌ିବା ବେଳେ ତିନି ଆହତ ଓ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ରାଉରକେଲା ସ୍ଥାନାନ୍ତରିତ କରାଯଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+