ଜାତୀୟ ରାଜପଥ ୧୬ ପାଇକକୁଶଡିହ ଛକରେ ବସ୍ ଦୁର୍ଘଟଣା; ୭ ଜଣ ଆହତ
ଜାତୀୟ ରାଜପଥ ୧୬ ପାଇକକୁଶଡିହ ଛକରେ ବସ୍ ଦୁର୍ଘଟଣା । ଓଭରଟେକ୍ କରିବାକୁ ଯାଇ ବସ ଓଲଟି ପଡ଼ିବାରୁ ୭ ଜଣ ଆହତ ହୋଇଛନ୍ତି।

ଭୁବନେଶ୍ୱରରୁ ବ୍ରହ୍ମପୁର ଯାଉଥିବା ସିଲ୍କ ସିଟି ବସ ଜାତୀୟ ରାଜପଥ ୧୬ ପାଇକକୁଶଡିହ ଛକରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୮ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।












Click it and Unblock the Notifications