ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ 40 ଯାତ୍ରୀ

କୁହୁଡ଼ି କାରଣରୁ ବ୍ରିଜ୍ ସାଇଡ ୱାଲକୁ ବସଟି ପିଟି ହୋଇଛି । ଅଳ୍ପକେ ବର୍ତ୍ତୀଯାଇଛନ୍ତି ବସରେ ଥିବା ୪୦ଜଣ ଯାତ୍ରୀ । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଖେମୁଣ୍ଡିଖେଲ ଠାରେ।

ଗଞ୍ଜାମ: ଟଳିଗଲା ଏକ ବଡ଼ ଦୁର୍ଘଟଣା। ବ୍ରିଜ୍‌ ତଳକୁ ଖସୁ ଖସୁ ରହିଗଲା ବସ୍‌। ଘନକୁହୁଡି କାରଣରୁ ଦୁର୍ଘଟଣାଗ୍ରସ୍ତ ହୋଇଛି ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ । କୁହୁଡ଼ି କାରଣରୁ ବ୍ରିଜ୍ ସାଇଡ ୱାଲକୁ ବସଟି ପିଟି ହୋଇଛି । ଅଳ୍ପକେ ବର୍ତ୍ତୀଯାଇଛନ୍ତି ବସରେ ଥିବା ୪୦ଜଣ ଯାତ୍ରୀ । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଖେମୁଣ୍ଡିଖେଲ ଠାରେ।

Bus Accident

ସୂଚନା ଅନୁସାରେ 'ମହାବୀର' ନାମକ ଏକ ଘରୋଇ ବସ୍ ମୋହନାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଖେମୁଣ୍ଡିଖେଲ ନିକଟରେ ଭାରସାମ୍ୟ ହରାଇ ଏକ ବ୍ରିଜ୍‌ର ଗାର୍ଡ ୱାଲ୍‌ରେ ପିଟି ହୋଇଯାଇଥିଲା। ଗାର୍ଡ ୱାଲ୍ ଭାଙ୍ଗି ଯାଇଥିଲା ଓ ବସ୍‌ର ବାମ ପାର୍ଶ୍ୱର କିଛି ଅଂଶ ବ୍ରିଜ୍‌ ତଳକୁ ଝୁଲି ରହିଥିଲା।

ତେବେ ଘନ କୁହୁଡି ହେତୁ ରାସ୍ତ ଦେଖା ନଯାଉଥିବାରୁ ଏପରି ଘଟିଥିବା କୁଯାଉଛି । ଘଟଣାରେ କୌଣସି ଯାତ୍ରୀ ମୃତ ଆହତ ହୋଇନଥିବା ଜଣାପଡ଼ିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+