Get Updates
Get notified of breaking news, exclusive insights, and must-see stories!

ଜଳିଗଲା ତେଲ ବୋଝେଇ କଣ୍ଚେନର ଏବଂ ୨ଟି ଟ୍ରକ

ପାରାଦୀପ: ଜଳିଗଲା ଗୋଟିଏ କଣ୍ଟେନର ଏବଂ ୨ଟି ଟ୍ରକ । ଉଦୟବିହାର ନିକଟରେ ୩ଟି ଗାଡ଼ି ସମ୍ପୂର୍ଣ୍ଣ ଜଳିଯାଇଛି । ଏପରି ଘଟଣା ଗତକାଲି ବିଳମ୍ବିତ ରାତ୍ରୀରେ ପାରାଦୀପ ଲକଥାନା ଅଧିନ ପିପିଏଲ ଛକ ନିକଟ ସ୍ଥିତ ଏକ ଗ୍ୟାରେଜରେ ଘଟିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ତର କାରଣ ଅସ୍ପଷ୍ଟ ରହିଛି । ତେବେ କଣ୍ଟେନର ଭିତରେ ଚୋରା ଡିଜେଲ ଥିବା ନେଇ ସୂଚନା ରହିଛି ।

Paradeep

ସୂଚନାପାଇ ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ପାରାଦୀପ ଏବଂ କୁଜଙ୍ଗର ୬ଟି ଦମକଳ ଗାଡ଼ି ନିୟୋଜିତ ଥିବା ନେଇ ସୂଚନା ରହିଛି । ଦୀର୍ଘ ତିନି ଘଣ୍ଟା ଧରି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରାଯାଇଥିଲା । ଅନ୍ୟପକ୍ଷରେ କଣ୍ଟନରରେ ଥିବା ଚୋରା ତେଲ ସଂପର୍କରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+