ଫେବ୍ରୁଆରୀ ୧୭ରୁ ବଜେଟ୍ ଅଧିବେଶନ, ୧୨ରେ ବିଧାନସଭା ସର୍ବଦଳୀୟ ବୈଠକ
Odisha News: ଫେବ୍ରୁଆରୀ ୧୭ରୁ ବଜେଟ୍ ଅଧିବେଶନ ଆରମ୍ଭ ହେବ ଏବଂ ୧୨ ତାରିଖରେ ବସିବ ସର୍ବଦଳୀୟ ବୈଠକ ବସିବା ନେଇ ସୂଚନା ରହିଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏଧି ବୈଠକ ବସିବ ଯେଉଁଥିରେ ଉଭୟ ସରକାରୀ ଓ ବିରୋଧୀ ଦଳ ବିଧାୟକ ମାନେ ଉପସ୍ଥିତ ରହିବ । ଫେବୃଆରୀ ୧ ତାରିଖରେ ସଂସଦରେ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଥିଲେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ।













Click it and Unblock the Notifications