Budget 2025: ବଜେଟରେ ବଡ଼ ଘୋଷଣା; ଏଣିକି ନବମ, ଦଶମଙ୍କୁ ମଧ୍ୟାହ୍ନ ଭୋଜନ
y୨୦୨୫-୨୬ ଆର୍ଥିକ ବର୍ଷ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ପୂର୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟରେ ମୁଖ୍ୟମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ପାଇଁ ୬୪୬ କୋଟି ବ୍ୟୟ ବରାଦ କରାଯାଇଛି।
ମଧ୍ୟାହ୍ନ ଭୋଜନରେ ଏଣିକି ପିଲାଙ୍କୁ ମିଳିବ ଲଡୁ। ନବମ ଓ ଦଶମ ଶ୍ରେଣୀ ପିଲା ବି ମଧ୍ୟାହ୍ନ ଭୋଜନ ଖାଇବେ । ସପ୍ତାହକୁ ଗୋଟିଏ ଅଣ୍ଡା ଓ ୩ଟି ଲଡୁ ମିଳିବ। ପ୍ରୋଟିନ ଓ ଆଇରନ ମିଶ୍ରିତ ଲଡୁ ସରକାର ଯୋଗାଇବେ ବୋଲି ବଜେଟରେ ଘୋଷଣା କରାଯାଇଛି।













Click it and Unblock the Notifications