Get Updates
Get notified of breaking news, exclusive insights, and must-see stories!

BSKY ଦୁର୍ନୀତିର ହେବ ତଦନ୍ତ

Odisha News: ରାଜ୍ୟରେ BSKY ଦୁର୍ନୀତିର ହେବ ତଦନ୍ତ । ପୂର୍ବରୁ ହିତାଧିକାରୀଙ୍କ ପାଖରେ କାର୍ଡ ଥିଲେ ମଧ୍ୟ ପ୍ରତ୍ୟାଖିତ ହେଉଥିଲା । ମନ ଇଚ୍ଛା ହସ୍ପିଟାଲ ବିଲ୍ କରି ଲୋକଙ୍କୁ ଶୋଷଣ କରାଯାଉଥିଲା । ଏହି ଦୁର୍ନୀତିର ବର୍ତ୍ତମାନ ତଦନ୍ତ କରାଯିବ ବୋଲି କହିଛନ୍ତି ରାଜ୍ୟ ଆଇନ ମନ୍ତ୍ରୀ ।

BSKY corruption

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବ ସରକାରରେ ଥିବା ଅନେକ ଲୋକ ଦୁର୍ନୀତିରେ ସମ୍ପୃକ୍ତ ଥିଲେ, ଯାହା ଖୁବଶୀଘ୍ର ତଦନ୍ତ ପ୍ରକ୍ରିୟା ଆରମ୍ଭ କରାଯିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+