ଓଡ଼ିଶାରେ ୬୦ରୁ ୭୦ ନକ୍ସଲ ଅଛନ୍ତି କହିଲେ BSF ଆଇଜି; ଓଡ଼ିଶା କ୍ୟାଡର ନକ୍ସଲଙ୍କ ସଂଖ୍ୟା ମାତ୍ର ୬ କିମ୍ବା ୭

Naxals in Odisha : ଓଡ଼ିଶାରେ ୬୦ରୁ ୭୦ ନକ୍ସଲ ଅଛନ୍ତି କହିଲେ BSF ଆଇଜି । ନକ୍ସଲ ସ୍ଥିତି ବାବଦରେ BSF ଆଇଜି ଚାରୁ ଧ୍ବଜ ଅଗ୍ରୱାଲଙ୍କ ସୂଚନା । ଓଡ଼ିଶା କ୍ୟାଡର ନକ୍ସଲଙ୍କ ସଂଖ୍ୟା ମାତ୍ର ୬ କିମ୍ବା ୭ । ଓଡ଼ିଶାରେ ସକ୍ରିୟ ନକ୍ସଲ ମୁଖ୍ୟତଃ ଛତିଶଗଡ଼ ଓ ଆନ୍ଧ୍ର କ୍ୟାଡରର । ଦେଶରେ ୩୮ ଜିଲ୍ଲା ନକ୍ସଲ ପ୍ରଭାବିତ, ଓଡ଼ିଶାର ୭ ଜିଲ୍ଲା ରହିଛି । ମାର୍ଚ୍ଚ ୨୦୨୬ ସୁଦ୍ଧା ଓଡ଼ିଶାକୁ ନକ୍ସଲ ମୁକ୍ତ କରିବାକୁ ଉଦ୍ୟମ ଚାଲିଛି ।

Naxals in Odisha
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+