କଟକରେ ବ୍ରିଜ୍ ସ୍ଲାବ ଭୁଶୁଡ଼ି; ୨ ମୃତ
କଟକ ଖାନନଗର ବ୍ରିଜ୍ ନିର୍ମାଣ ବେଳେ ଅଘଟଣ ଘଟିବା ଖବର ସାମ୍ନାକୁ ଆସିଛି। ଏଥିରେ ୫ଜଣ ଶ୍ରମିକ ଚାପି ହୋଇଯାଇଛନ୍ତି। ଏହି ୫ ଗୁରୁତରଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ମୁତାବକ, ବ୍ରିଜ୍ର ସ୍ଲାବ୍ ଖସି ପଡ଼ିବାରୁ ଚାପି ହୋଇଗଲେ ଶ୍ରମିକ। ଗୁରୁତରଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଅତ୍ୟଧିକ ଗୁରୁତର ରହିଛି। ଏହି ସମସ୍ତ ଗୁରୁତରଙ୍କର ଚିକିତ୍ସା ଚାଲିଛି। ବର୍ତ୍ତମାନ ଖବର ଆସି ପହ୍ଞ୍ଚିଛି ଯେ, ଚିକିତ୍ସା ସମୟରେ 2ଜଣ ଶ୍ରମିକଙ୍କ ପ୍ରାଣହାନି ଘଟିଛି।












Click it and Unblock the Notifications