Brajrajnagar By Poll Result Live Update: ବ୍ରଜରାଜନଗରରେ ବିଜେଡିର ବାଜିମାତ୍, ୬୫ ହଜାରରୁ ଅଧିକ ଭୋଟରେ ବିଜୟୀ
ଆସନ୍ତାକାଲି ସକାଳ ୮ଟାରୁ ବ୍ରଜରାଜନଗର ଉପନିର୍ବାଚନ ଭୋଟ ଗଣତି । ସ୍ଥାନୀୟ ଇଂଜିନିୟରିଂ କଲେଜ ଠାରେ ହେବ ଭୋଟ ଗଣତି।
Brajrajnagar By Election Result Live Update In Odia: କିଏ ମାରିବ ବ୍ରଜରାଜନଗର ବାଜି ? କାହା ମୁଣ୍ଡରେ କଳସ ଢାଳିବେ ବ୍ରଜରାଜନଗରବାସୀ ? ଆରମ୍ଭ ହୋଇଛି ଭୋଟ ଗଣତି ପ୍ରକ୍ରିୟା । ଝାରସୁଗୁଡା ଇଂଜିନିୟରିଂ କଲେଜରେ ହେଉଛି ଭୋଟ ଗଣତି । ତେବେ ଭୋଟ ଗଣତି ଓ ଉପନିର୍ବାଚନ ଫଳାଫଳର ପ୍ରତିଟି ଲାଇଭ୍ ଅପଡେଟ୍ ଆମେ ଦେବକୁ ଆପଣଙ୍କୁ । "ବ୍ରଜରାଜନଗର ବାଜି" ର ଟିକିନିକି ଅପଡେଟ୍ ପାଇଁ ଯୋଡି ହୋଇ ରୁହନ୍ତୁ "ୱାନଇଣ୍ଡିଆ ଓଡିଆ" ସହ...

ବ୍ରଜରାଜନାଗର ବିଜୟ ପରେ ନବୀନଙ୍କ ଟିଟ୍ବ
ବ୍ରଜରାଜନାଗର ବିଜୟ ପରେ ନବୀନଙ୍କ ଟିଟ୍ବ
ବ୍ରଜରାଜନଗର ଉପନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଥିବା @bjd_odisha ର ପ୍ରାର୍ଥୀ ଶ୍ରୀମତି ଅଳକା ମହାନ୍ତିଙ୍କୁ ମୋର ଶୁଭେଚ୍ଛା। ଅକୁଣ୍ଠ ଭଲପାଇବା ଦେଇଥିବାରୁ ବ୍ରଜରାଜନଗରବାସୀଙ୍କୁ ମୋର କୃତଜ୍ଞତା ସହ ନିଷ୍ଠାପର ଉଦ୍ୟମ କରିଥିବା ସମସ୍ତ କର୍ମୀ ଭାଇଭଉଣୀଙ୍କୁ ଧନ୍ୟବାଦ ଜଣାଉଛି। ଏହି ବିଜୟ ଆମର ସେବା ସଙ୍କଳ୍ପକୁ ଆହୁରି ଦୃଢ କରିଛି।
— Naveen Patnaik (@Naveen_Odisha) June 3, 2022
ବ୍ରଜରାଜନାଗର ବିଜୟ ପରେ ନବୀନଙ୍କ ଟିଟ୍ବ
ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର ବିଜୟ ପରେ ନବୀନଙ୍କ ଟିଟ୍ବ । ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅକୁଣ୍ଠ ଭଲପାଇବା ଦେଇଥିବାରୁ ବ୍ରଜରାଜନଗରବାସୀଙ୍କୁ କୃତଜ୍ଞତା ସହ ନିଷ୍ଠାପର ଉଦ୍ୟମ କରିଥିବା ସମସ୍ତ କର୍ମୀଙ୍କୁ ଧନ୍ୟବାଦ ଜଣାଇଲେ ନବୀନ ।
READ MORE














Click it and Unblock the Notifications