ବ୍ରହ୍ମପୁର MKCG ମେଡିକାଲ ଅଗ୍ନିକାଣ୍ଡ
ଏମକେସିଜି ପୁରୁଣା ମେଡିକାଲ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଛି । ସେମିନାର ହଲରେ ନିଆଁ ଲାଗିବା ଫଳରେ ପ୍ରବଳ ଧୁଆଁ ବାହାରିଥିଲା । ଏହାକୁ ଦେଖି ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ତେବେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି । ଏଥିରେ କେହି ଆହତ ହୋଇ ନାହାନ୍ତି । ଏସି ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଜଣାପଡିଛି ।













Click it and Unblock the Notifications