ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବଲିଉଡ୍ ଅଭିନେତା ବନି କପୁର ଓ ଅର୍ଜୁନ କପୁର

ବିଧାନସଭା ପରିସରରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବଲିଉଡ ଅଭିନେତା ଅର୍ଜୁନ କପୁର ଓ ପ୍ରଯୋଜକ ବୋନି କପୁର । ସୌଜନ୍ୟମୂଳକ ସାକ୍ଷାତ ସହ ମୁଖ୍ୟମନ୍ତ୍ରୀଙ୍କୁ ମ୍ୟାଚ୍ ପାଇଁ ଦେଲେ ନିମନ୍ତ୍ରଣ ।

Arjun Kapoor

ବାରବାଟୀରେ 'ସେଲିବ୍ରିଟି କ୍ରିକେଟ୍ ଲିଗ୍' ଆୟୋଜନ ପାଇଁ ସାକ୍ଷାତ ଆଲୋଚନା କରିବାକୁ ଆସିଥିବା ସୂଚନା।

ଚଳିତବର୍ଷ ସାତଟି ଦଳକୁ ନେଇ ଟୁର୍ନାମେଣ୍ଟ ଆୟୋଜନ ହେଉଛି। ଏହି ଟୁର୍ଣ୍ଣାମେଣ୍ଟ ଫେବୃଆରୀ ୮ (ଶୁକ୍ରବାର) ରେ ବେଙ୍ଗାଲୁରୁରେ ଆରମ୍ଭ ହେବ ଏବଂ ୨ ମାର୍ଚ୍ଚରେ ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ ହେବ। ବେଙ୍ଗଲ ଟାଇଗର୍ସ ଡିଫେଣ୍ଡିଂ ଚାମ୍ପିଅନ୍ ହୋଇଥିବା ବେଳେ ତେଲୁଗୁ ୱାରିୟର୍ସ ସବୁଠାରୁ ସଫଳ ଦଳ ରହିଛି।

ସମସ୍ତ ଗ୍ରୁପ୍-ଷ୍ଟେଜ୍ ମ୍ୟାଚ୍ ବେଙ୍ଗାଲୁରୁ, ଦିଲ୍ଲୀ, ହାଇଦ୍ରାବାଦ, କଟକ ଏବଂ ସୁରଟରେ ଖେଳାଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+