ବନ୍ଦ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ର ତଦନ୍ତ
ପାରଳାଖେମୁଣ୍ଡି ନଟରାଜ ହଲ ନିକଟରେ ଏକ ଭଡ଼ା ଘରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ଶୁଖିଲା ରକ୍ତସ୍ରାବରେ ପଡ଼ିଛି ମୃତଦେହ। ମୃତ ଯୁବକ ହେଲେ ଗୁଣପୁର ନିକଟସ୍ଥ ମାଛଖୁଣ୍ଟି ଗାଁର ଏମ.ଜଗଦୀଶ।

ପାରଳାଖେମୁଣ୍ଡି ନଟରାଜ ହଲ ନିକଟରେ ଏକ ଭଡ଼ା ଘରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ଶୁଖିଲା ରକ୍ତସ୍ରାବରେ ପଡ଼ିଛି ମୃତଦେହ। ମୃତ ଯୁବକ ହେଲେ ଗୁଣପୁର ନିକଟସ୍ଥ ମାଛଖୁଣ୍ଟି ଗାଁର ଏମ.ଜଗଦୀଶ। ଏଣେ ଏନେଇ ହତ୍ୟା ଅଭିଯୋଗ ଆଣିଛନ୍ତି ଜଗଦୀଶଙ୍କ ପରିବାର ଲୋକେ ଜଗଦୀଶଙ୍କ ସ୍ତ୍ରୀଙ୍କ ପତ୍ତା ପାଉନି ପୁଲିସ। ଘଟଣା ସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ ଟିମ୍ ତଦନ୍ତ କରୁଛି।
ଏଣେ ଏନେଇ ହତ୍ୟା ଅଭିଯୋଗ ଆଣିଛନ୍ତି ଜଗଦୀଶଙ୍କ ପରିବାର ଲୋକେ ଜଗଦୀଶଙ୍କ ସ୍ତ୍ରୀଙ୍କ ପତ୍ତା ପାଉନି ପୁଲିସ। ଘଟଣା ସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ ଟିମ୍ ତଦନ୍ତ କରୁଛି।












Click it and Unblock the Notifications