'ଲୋକମାନେ ଆସିନଥିଲେ ସେମାନେ ମୋତେ ମାରିଦେଇଥାନ୍ତେ', ଆକ୍ରମଣ ଘଟଣାକୁ ନେଇ ବବି ଦାସଙ୍କ ପ୍ରତିକ୍ରିୟା
ଆକ୍ରମଣ ସଂପର୍କରେ ପ୍ରତିକ୍ରିୟା ରଖିଛନ୍ତି ଲିକୁ ସାହୁ। ମୋ ସହ ମୋ ପିଏସ୍ଓଙ୍କୁ ଆକ୍ରମଣ କରିଥିଲେ ଲିକୁ। ପିଏସ୍ଓଠାରୁ ପିସ୍ତଲ ଛଡ଼ାଇ ମୋତେ ଫାୟାରିଂ କରିଥାନ୍ତେ'। କୌଣସି ପ୍ରକାରେ ପିଏସ୍ଓ ସେମାନଙ୍କ କବଳରୁ ଖସିଯାଇଥିଲେ।
ଲୋକମାନେ ଆସିନଥିଲେ ସେମାନେ ମୋତେ ମାରିଦେଇଥାନ୍ତେ। ବବି ଦାସକୁ ବିରୋଧ କରୁଛି, ତାକୁ ପିଟି ମାରିଦିଅ କହୁଥିଲେ। ମୋତେ ମାରି ବାଇ ଇଲେକ୍ସନ କରିବା ଯୋଜନାରେ ଥିଲେ। ଆକ୍ରମଣ ପରେ ପରେ ବବିଙ୍କ ଭାଇ ଲଲ ଦାସ ଫୋନ୍ କରିଥିଲେ।
ବିଧାୟକଙ୍କ ଉପରକୁ ଆକ୍ରମଣ ଘଟଣାକୁ ନେଇ ବବି ଦାସଙ୍କ ପ୍ରତିକ୍ରିୟା । କହିଲେ, 'ମୁଁ ଘଟଣାସ୍ଥଳରେ ନଥିଲି । ମୋ ଭାଇକୁ କହିଛି ଥାନାରେ ଯାଇ ବସିବାକୁ, ଦୋଷୀ ଥିଲେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି କହିଲେ ପ୍ରଣବ ପ୍ରକାଶ ଦାସ ।

ଯାଜପୁର ଟାଉନ୍ ଥାନା ଆଗରେ ଉତ୍ତେଜନା। ପ୍ରଣବ ପ୍ରକାଶ ଦାସଙ୍କ ସମର୍ଥକଙ୍କ ପ୍ରତିବାଦ। ଥାନାରେ ପହଞ୍ଚିଲେ ପ୍ରଣବଙ୍କ ଭାଇ ଲଲ। ଲଲ ତାଙ୍କୁ ଫୋନ୍ କରିଥିବା ଅଭିଯୋଗ କରିଥିଲେ ହିମାଂଶୁ।












Click it and Unblock the Notifications