ଯାନ୍ତ୍ରିକ ତ୍ରୁଟି କାରଣରୁ ମଝି ଚିଲିକାରେ ଫସିଲା ଡଙ୍ଗା, ୪୦ ଯାତ୍ରୀଙ୍କୁ ନେଇ ଜହ୍ନିକୁଦାରୁ ସାତପଡ଼ା ଯାଉଥିଲା
ପୁରୀ ଜିଲାର କୃଷ୍ଣପ୍ରସାଦ ନିକଟରେ ମଝି ଚିଲିକାରେ ଫସିରହିଛି ଏକ ଯାତ୍ରୀବାହୀ ଡଙ୍ଗା। ମହିଷାକୁଦ ନିକଟରେ ରବିବାର ଘଣ୍ଟାଏରୁ ଅଧିକ ସମୟ ହେବ ଡଙ୍ଗାଟି ଅଟକି ରହିଛି। ତେବେ ୪୦ ଯାତ୍ରୀଙ୍କୁ ନେଇ ଡଙ୍ଗାଟି ଜହ୍ନିକୁଦାରୁ ସାତପଡ଼ା ଯାଉଥିବା ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଫସି ରହିଛି।













Click it and Unblock the Notifications