ଟିକସଦାତାଙ୍କୁ ସାବାଡ଼ କରିବା ପାଇଁ ବିଏମ୍ସିର ବଡ଼ ନିଷ୍ପତ୍ତି, ସୂଚନା ଦେଲେ ବିଏମ୍ସି ମେୟର
ଟିକସଦାତାଙ୍କୁ ସାବାଡ଼ କରିବା ପାଇଁ ବିଏମ୍ସିର ବଡ଼ ନିଷ୍ପତ୍ତି । ଏଣିକି ୬ ମାସ ବଦଳରେ ୩ ମାସରେ ଖିଲାପକାରୀ ତାଲିକା ଆସିବ । ୬ ମାସରେ ଥରେ ଲିଷ୍ଟ ଆସୁଥିବାରୁ ବଡ଼ ଟିକସଦାତା ପୈଠ କରିପାରୁ ନଥିଲେ ।ଯେଉଁଥିପାଇଁ ଆର୍ଥିକ ବର୍ଷ ଶେଷ ବେଳକୁ ଅତ୍ୟଧିକ ବକେୟା ରହୁଥିଲା ।

ଏନେଇ ସୂଚନା ଦେଲେ ବିଏମ୍ସି ମେୟର ସୁଲୋଚନା ଦାସ ।












Click it and Unblock the Notifications