ବୁଲା କୁକୁରଙ୍କ ଗଣନା କରିବ ବିଏମସି, ଖର୍ଚ୍ଚ ହେବ...

ବୁଲା କୁକୁର ଗଣନା କରିବ BMC । 67ଟି ୱାର୍ଡରେ ଥିବା ବୁଲା କୁକୁରଙ୍କ ସଂଖ୍ୟା ଗଣାଯିବ । କୁକୁର ଗଣନା ପାଇଁ ଏକ ଠିକା ସଂସ୍ଥାତୁ ଦାୟିତ୍ବ ଦେବ ବିଏମସି । ଏନେଇ 12 ଲକ୍ଷ ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି । ତେବେ ଗତ 2 ବର୍ଷ ତଳେ କୁକୁର ଗଣନା ଆରମ୍ଭ କରାଯାଇଥିଲା ।

dogs

ଏପଟେ ରାଜଧାନୀରେ ବଢି ବଢି ଚାଲିଛି ବୁଲା କୁକୁରଙ୍କ ଦୌରାତ୍ମ୍ୟ । ସେମାନଙ୍କ ସଂଖ୍ୟା ବଢି ବଢ ଚାଲିଥିବା ବେଳେ ସେ ତୁଳନାରେ ଖାଦ୍ୟ ମିଳୁ ନାହିଁ । ଯାହା ଫଳରେ ହିଂସ୍ର ହେବାରେ ଲାଗିଛନ୍ତି ବୁଲାକୁକୁର । ତେବେ ଆଗାମୀ ଦିନରେ କୁକୁର ଜନ୍ମ ଉପରେ ନିୟନ୍ତ୍ରଣ ନେଇ ଲକ୍ଷ୍ୟ ରଖାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+