ରାସ୍ତା କଡରେ ଖାଦ୍ୟ ବିକ୍ରି ନେଇ ବିଜ୍ଞପ୍ତି ଜାରି କଲା ବିଏମସି
ରାସ୍ତା କଡରେ ଖାଦ୍ୟ ବିକ୍ରି ନେଇ ବିଜ୍ଞପ୍ତି ଜାରି କଲା ବିଏମସି । ଉଭୟ ପାର୍କିଂ ଏବଂ ସ୍ବଚ୍ଛତାକୁ ଆଖିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣା ପଡିଛି ।
ଭୁବନେଶ୍ବର: ଷ୍ଟ୍ରିଟ୍ ଫୁଡ କାହାକୁ ବା ପସନ୍ଦ ନୁହେଁ, ଗୁପଚୁପ ଚାଟ ଟାରୁ ଆରମ୍ଭ କରି ମୋମୋ ପର୍ଯ୍ୟନ୍ତ ସମସ୍ତିଙ୍କର ପ୍ରିୟ। ତେବେ ରାଜଧାନୀ ଭୁବନେଶ୍ବରରେ ରାସ୍ତା କଡରେ ବିକ୍ରି ହେଉଥିବା ଖାଦ୍ୟ ଆପଣଙ୍କ ପାଇଁ କେତେ ସୁରକ୍ଷିତ ସେ କଥା ଆପଣ ମଧ୍ୟ ଜାଣି ରଖନ୍ତୁ। ଯଦି ଆପଣଙ୍କ ଏହି ଖାଦ୍ୟ ଖାଇବାକୁ ଯାଉଥାନ୍ତି ତେବେ ବିଏମସି ଜାରି କରିଥିବା ବିଜ୍ଞପ୍ତି ବିଷୟରେ ଜାଣି ରଖନ୍ତୁ।














Click it and Unblock the Notifications