କୋଭିଡ ଚିକିତ୍ସା ପାଇଁ ନିର୍ଦ୍ଧାରିତ ଫି’ ଠାରୁ ଅଧିକ ଫି’ ନେଉଛି ସନସାଇନ୍‌ ହସ୍ପିଟାଲ !

ଆଜି ସ୍ଥାନୀୟ ଲକ୍ଷ୍ମୀସାଗରରେ ଥିବା ସନସାଇନ୍‌ ହସ୍ପିଟାଲକୁ ସୋ କଜ ନୋଟିସ କରି ଭୁବନେଶ୍ୱର ମହାନଗର ନିଗମ(BMC)। କୋଭିଡ୍‌ ଆକ୍ରାନ୍ତଙ୍କ ଚିକିତ୍ସା ବାବଦରେ ଫି’କୁ ନେଇ ନୋଟିସ କରିଛି।

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀ ଏବେ ଚିନ୍ତାର କରାଣ ସାଜିଥିବା ବେଳେ ଘରୋଇ ହସ୍ପିଟାଲ ମାନଙ୍କର ଫି' ଶୁଣିଲେ ହୋସ ଉଡିଯାଉଛି । କୋଭିଡ୍‌ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲ ଲାଗି ସରକାର ଫି' ନିର୍ଦ୍ଧାରଣ କରିଥିଲେ। ହେଲେ ରାଜଧାନୀରେ କେତେକ ହସ୍ପିଟାଲ୍‌ ମନଇଚ୍ଛା ଫି' ଆଦାୟ କରୁଥିବା ଅଭିଯୋଗ ଆସିଛି ।

Sunshine Hospital

ଏହି ପରିପେକ୍ଷୀରେ ଆଜି ସ୍ଥାନୀୟ ଲକ୍ଷ୍ମୀସାଗରରେ ଥିବା ସନସାଇନ୍‌ ହସ୍ପିଟାଲକୁ ସୋ କଜ ନୋଟିସ କରି ଭୁବନେଶ୍ୱର ମହାନଗର ନିଗମ(BMC)। କୋଭିଡ୍‌ ଆକ୍ରାନ୍ତଙ୍କ ଚିକିତ୍ସା ବାବଦରେ ଫି'କୁ ନେଇ ନୋଟିସ କରିଛି। ଫି'କୁ ନେଇ ସରକାରଙ୍କ ନିର୍ଦ୍ଧାରିତ ଢାଞ୍ଚାକୁ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ମାନୁ ନଥିବା ଅଭିଯୋଗ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+