ରାଜଧାନୀରେ ମଶା ମାରିବ ଡ୍ରୋନ

ରାଜଧାନୀରେ ମଶା ଦମନ ପାଇଁ ବିଏମସିର ଆକ୍ସନ ପ୍ଲାନ୍‌ । ମଶା ଦମନରେ ସାମିଲ ହେବ ଡ୍ରୋନ। ଡ୍ରୋନ ମାଧ୍ୟମରେ ହେବ କେମିକାଲ ସ୍ପ୍ରେ । ଗାଡ଼ି ଯାଇ ପାରୁନ ଥିବା, ଅବ୍ଯବହୃତ ଜଳାଶୟ ରାସ୍ତା ନ ଥିବା ଅଞ୍ଚଳରେ ମଶା ଦମନରେ ସାମିଲ ହେବ ଡ୍ରୋନ।

ଭୁବନେଶ୍ୱର: ରାଜଧାନୀରେ ମଶା ଦମନ ପାଇଁ ବିଏମସିର ଆକ୍ସନ ପ୍ଲାନ୍‌ । ମଶା ଦମନରେ ସାମିଲ ହେବ ଡ୍ରୋନ। ଡ୍ରୋନ ମାଧ୍ୟମରେ ହେବ କେମିକାଲ ସ୍ପ୍ରେ । ଗାଡ଼ି ଯାଇ ପାରୁନ ଥିବା, ଅବ୍ଯବହୃତ ଜଳାଶୟ ରାସ୍ତା ନ ଥିବା ଅଞ୍ଚଳରେ ମଶା ଦମନରେ ସାମିଲ ହେବ ଡ୍ରୋନ।

BMC

ମଶା ଧୂଆଁ ଗାଡି ସଂଖ୍ଯା ବଢାଯିବ। ଗ୍ରାସ, ବୁଶ କଟିଙ୍ଗ ଟିମ୍‌ ବଢାଯିବ। ଅଧିକ ମଶା ବଂଶ ବୃଦ୍ଧି ହେଇଥିବା ଅଞ୍ଚଳରେ ଟେକ୍ନିକାଲ ଟିମ୍‌ ସର୍ଭେ କରିବେ। ଏନେଇ Bmc କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି ।

ବର୍ତ୍ତମାନ ମୌସମୀ ପରିବର୍ତ୍ତନ ହେଉଥିବା ବେଳେ ଦେଶ ତଥା ରାଜ୍ୟରେ ମଶାମାନଙ୍କ ଆତଙ୍କ ବଢିବାର ଲାଗିଛି । ଫଳରେ ମ୍ୟାଲେରିଆ , ଡାଇଫଏଡ ଏବଂ ଡେଙ୍ଗୁ ଆଦି ଜ୍ୱର ଦ୍ରୁତ ଗତିରେ ବ୍ୟାପିବାର ଲାଗିଛି । ଯେଉଁ କାରଣରୁ ଅନେକ ଲୋକ ଏହି ଜ୍ୱରରେ ଆକ୍ରାନ୍ତ ହେଉଛନ୍ତି । ଖାସ କରି ରାଜଧନୀ ଭୁବନେଶ୍ୱରରେ ଡେଙ୍ଗୁ ଜ୍ୱରର ଆତଙ୍କ ବଢିବାର ଲାଗିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+