Get Updates
Get notified of breaking news, exclusive insights, and must-see stories!

ଦୁର୍ଗାପୂଜାରେ ପଲିଥିନ୍ ବ୍ୟାଗ୍‌ରେ ଭୋଗ ନ ନେବା ପାଇଁ ଲୋକଙ୍କୁ ଅପିଲ୍ କଲା ବିଏମସି

ଚାଲିଛି ପାର୍ବଣ ଋତୁ। ଦୁର୍ଗା ପୂଜାକୁ ଆଉ ମାତ୍ର କିଛିଟା ଦିନ ବାକି ରହିଛି। ଭୁବନେଶ୍ଵର ମ୍ୟୁନିସପାଲ କର୍ପୋରେସନ୍ ଚଳିତବର୍ଷ ଦୁର୍ଗାପୂଜାରେ ପଲିଥିନ୍ ବ୍ୟାଗ୍‌ରେ ଭୋଗ ନ ନେବା ପାଇଁ ଲୋକଙ୍କୁ ଅପିଲ୍ କରିଛି। ପ୍ଲାଷ୍ଟିକ୍ ବ୍ୟବହାର ଏବଂ ପରିବେଶ ପ୍ରଦୂଷଣକୁ ରୋକିବା ଲାଗି ବିଏମସି ଏଭଳି ପଦକ୍ଷେପ ନେଇଛି। ବିଏମସି ପକ୍ଷରୁ ରାଜଧାନୀର ବିଭିନ୍ନ ସ୍ଥାନରେ ଲାଗିଥିବା ବୋର୍ଡରେ କିଓସ୍କ ସ୍ଥାପନ କରାଯାଇ ସେଥିରେ ସଚେତନତା ବାର୍ତ୍ତା ଲେଖାଯିବ ।

BMC

ଏହି କିଓସ୍କ ଗୁଡିକ ବରମୁଣ୍ଡା, ସହିଦ ନଗର, ନୟାପଲ୍ଲୀ, ଝାରପଡା, ଡମଣା ଭଳି ବଡ ବଡ ପୂଜା ମଣ୍ଡପରେ ସ୍ଥାପନ କରାଯିବ। ବରିଷ୍ଠ ଅଧିକାରୀମାନେ ପର୍ଯ୍ୟାୟ କ୍ରମେ ଏସବୁ କିଓସ୍କରେ ବସିବେ। ସଚେତନ ଅଭିଯାନ ତଦାରଖ କରିବା ପାଇଁ ବିଏମସି ୩ ଜୋନାଲ ଡେପୁଟି କମିଶନରଙ୍କ ସମେତ ଅଧିକାରୀ ମାନଙ୍କୁ ନିଯୁକ୍ତ କରିବାକୁ ନିଷ୍ପତି ନେଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+