Get Updates
Get notified of breaking news, exclusive insights, and must-see stories!

ମିଶନ୍ ଶକ୍ତିରେ ନିଯୁକ୍ତି ସୁଯୋଗ, 107 ପୋଷ୍ଟ ଖାଲି: +2 ଓ ଦଶମ ପାସ୍ ପିଲା କରିପାରିବେ ଆବେଦନ

Block Mission Shakti Office Recruitment 2023: ମିଶନ୍ ଶକ୍ତି କାର୍ଯ୍ୟଳୟରେ ନିଯୁକ୍ତି ସୁଯୋଗ । ମୟୂରଭଞ୍ଜ ବ୍ଲକ ମିଶନ ଶକ୍ତି କାର୍ଯ୍ୟାଳୟରେ 107 ନୂତନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଛି ।

Mission Shakti Office Mayurbhanj

CRP-CM, ମାଷ୍ଟର୍ସ ବୁକ୍ କିପର ଏବଂ ବ୍ୟାଙ୍କ ମିତ୍ର ଭଳି ପୋଷ୍ଟରେ +2 ଓ ଦଶମ ପାସ୍ ପିଲା ଆବେଦନ କରିପାରିବେ । ସେହିପରି ଫ୍ରେସର୍ ମଧ୍ୟ ଆବେଦନ କରିପାରିବେ ।

ଯୋଗ୍ୟ ପ୍ରାର୍ଥୀମାନେ ଅନଲାଇନ୍ ମୋଡ୍ ମାଧ୍ୟମରେ ଏହି ପୋଷ୍ଟଗୁଡିକରେ ଆବେଦନ କରିପାରିବେ । ଆବେଦନପତ୍ର ଦାଖଲ କରିବାର ଶେଷ ତାରିଖ ହେଉଛି 27-06-2023 । ଯୋଗ୍ୟତା, ପରୀକ୍ଷା ତାରିଖ, କିପରି ଆବେଦନ କରିବେ, ବୟସ ସୀମା, ଅନ୍ଲାଇନରେ କିପରି ଆବେଦନ କରିବେ, ଆଡମିଟ୍ କାର୍ଡ, ଫଳାଫଳ, ସିଲାବସ୍, ଉତ୍ତର କୀ ଏବଂ ଅଧିକ ବିବରଣୀ ପାଇଁ ଆପଣ ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରନ୍ତୁ: https://mayurbhanj.nic.in/

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+